Hindi News >>Home >>Odisha LifeStyle and Others

Health Tips: କ୍ଷୀରରେ ମିଶାଇ ପିଅନ୍ତୁ କେବଳ ଏହି ଗୋଟିଏ ଜିନିଷ, ପୁରୁଷଙ୍କ ଯୌନସ୍ୱାସ୍ଥ୍ୟକୁ ମିଳିବ ଚମତ୍କାରୀ ଫାଇଦା

Health Tips: ଖାସ୍ କରି ବିବାହିତ  ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟକୁ ଠିକ୍ ବା ଶକ୍ତି ଯୋଗାଇବା ପାଇଁ କିଛି ଘରୋଇ ଉପଚାର ରହିଛି । ଯାହାକୁ ସେବନ କରିବା ଦ୍ବାରା ପୁରୁଷଙ୍କ ଦେହରେ ଘୋଡା ପରି ଶକ୍ତି ଶକ୍ତି ଆସିଥାଏ । ଆଉ ସେମାନେ ନିଜ ପାର୍ଟନରଙ୍କୁ ଭରପୂର ଖୁସି ଦେଇଥାଆନ୍ତି। ପଢନ୍ତୁ ପୂରା ରିପୋର୍ଟ... 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Sep 03, 2023, 11:42 AM IST

Health Tips: ଅସ୍ବାସ୍ଥ୍ୟକର ଜୀବନ ଶୈଳୀ କାରଣରୁ ପୁରୁଷଙ୍କ ଠାରେ ଯୌନ ସ୍ବାସ୍ଥ୍ୟ ସମସ୍ୟା (Male sexual health) ଦେଖାଦେଇଥାଏ। ଖାସ୍ କରି ଜଣେ ସାଧାରଣତ ଯୁବକଙ୍କ ଅପେକ୍ଷା ବିବାହିତ ପୁରୁଷଙ୍କ ଠାରେ ଏହି ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ସେମାନେ ନିଜ ସାଥୀ ବା ପାର୍ଟନରଙ୍କ ସହ ବେଶି ସମୟ ଶାରୀରିକ ସମ୍ପର୍କ ରଖିପାରନ୍ତି ନାହିଁ । ଏଥିପାଇଁ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥାଏ । ସେଥିପାଇଁ  ସେମାନଙ୍କ ପାର୍ଟନର ସେମାନଙ୍କୁ ଛାଡି ଅନ୍ୟ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି । ଖାସ୍ କରି ବିବାହିତ  ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟକୁ ଠିକ୍ ବା ଶକ୍ତି ଯୋଗାଇବା ପାଇଁ କିଛି ଘରୋଇ ଉପଚାର ରହିଛି । ଯାହାକୁ ସେବନ କରିବା ଦ୍ବାରା ପୁରୁଷଙ୍କ ଦେହରେ ଘୋଡା ପରି ଶକ୍ତି ଶକ୍ତି ଆସିଥାଏ । ଆଉ ସେମାନେ ନିଜ ପାର୍ଟନରଙ୍କୁ ଭରପୂର ଖୁସି ଦେଇଥାଆନ୍ତି। 

Also Read: Health Tips: ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଠିକ୍ ନା ଭୁଲ୍?

ବିବାହିତ ପୁରୁଷମାନେ ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର :

ପୁରୁଷଙ୍କ ଯୌନ ସ୍ବାସ୍ଥ୍ୟକୁ ସୁସ୍ଥ ରଖିଥାଏ ଶିଳାଜିତ (Shilajit)। ଶିଳାଜିତ (Shilajit)ର ବ୍ୟବହାର ପୁରୁଷଙ୍କ ଠାରେ ଶକ୍ତି ଯୋଗାଇବାରେ ସହାୟକ ହୋଇଥାଏ । ଶିଳାଜିତ୍ ଖାସ୍ କରି ହିମାଳୟର ପାଦଦେଶରେ ମିଳୁଥିବା ଏକ ପ୍ରକାର ଆୟୁର୍ବେଦିକ୍ ଜଡିବୁଟି । ଯାହା ସାଧାରଣତଃ ମେଡିସିନ୍ ଷ୍ଟୋର ଗୁଡିକରେ ମଧ୍ୟ ସହଜର ଉପଲବ୍ଧ  ହୋଇଥାଏ।   ଯଦି ପୁରୁଷମାନେ ନିଜ ଯୌନ ସ୍ବାସ୍ଥ୍ୟ ଦୁର୍ବଳ ଅଛନ୍ତି । କିମ୍ବା ନିଜ ପାର୍ଟନରଙ୍କୁ ଖୁସି କରିବାରେ ସମର୍ଥ ହେଉ ନାହାଁନ୍ତି । ସେହି ପୁରୁଷମାନେ ରାତ୍ରି ଭୋଜନ ପରେ ଗରମ ପାଣିରେ ଏକ ଚାମଚ ଶିଳାଜିତ ଗୁଣ୍ତ ଦିର୍ଘ ଏକ ମାସ ଧରି ସେବନ କରନ୍ତୁ । ଆଉ ତା ପରେ, ଚମକ୍କାର ଦେଖନ୍ତୁ । ଶିଳାଜିତ୍ ଟେଷ୍ଟୋଷ୍ଟେରନ୍ ହରମୋନ୍ ବୃଦ୍ଧିରେ ସହାୟକ ହୁଏ ଏବଂ  ସେକ୍ସ କରିବା ସମୟରେ ସେମାନେ ଦିର୍ଘ ସମୟ ଧରି ନିଜ ପାର୍ଟନର ସହ ଶାରୀରିକ ସମ୍ପର୍କ ସ୍ଥାପନ କରିପାରନ୍ତି। 

ଏହାକୁ କ୍ଷୀର ସହିତ ପିଇବା ଲାଭଦାୟକ ହେବ  :
ଯଦି ଆପଣ ଶୀଳାଜିତର ଅଧିକ ଲାଭ ପାଇବାକୁ ଚାହୁଁଛନ୍ତି, ତେବେ କ୍ଷୀରରେ ଏକ ଚାମଚ ଶିଳଜିତ୍ ଗୁଣ୍ତ ମିଶ୍ରଣ କରି ସେବନ କରନ୍ତୁ। ଏହି ମିଶ୍ରଣକୁ ପିଇବା ଦ୍ୱାରା ଶୁକ୍ରାଣୁ ସଂଖ୍ୟା ବୃଦ୍ଧି ପାଇଥାଏ । ଯାହା ପୁରୁଷଙ୍କ ସ୍ପର୍ମ କାଉଣ୍ଟକୁ ବଢାଇଥାଏ। 

ପ୍ରତିଦିନ ଶିଳାଜିତ୍ ସେବନ କରିବା ଦ୍ବାରା ମିଳିଥାଏ ଏହି ସବୁ ଲାଭ :
୧. ଏହାକୁ ଖାଇବା ଦ୍ୱାରା ଟେଷ୍ଟୋଷ୍ଟେରନ୍ ହରମୋନ୍ ବୃଦ୍ଧି ପାଇବ ଯାହା ପୁରୁଷଙ୍କ ଭଲ ନିଦ ହୋଇଥାଏ।
୨. ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତ ଅଭାବ ଦେଖାଦାଏ ନାହିଁ । ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୁଏ।
୩. ଶିଳାଜିତରେ ସେବନ କରିବା ଦ୍ବାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।
. ଶିଳାଜିତ୍ ଏକ ଆଣ୍ଟି-ଅକ୍ସିଡାଣ୍ଟ ଭାବରେ କାମ କରେ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରେ। 
୫. ଶିଲାଜିତରେ ଆଣ୍ଟି-ଡାଇବେଟିସ୍ ଗୁଣ ଥାଏ,  ଏହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଅଟେ ।

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)

Read More
{}{}