Hindi News >>Home >>Odisha LifeStyle and Others

Googleରେ ଏହି ସବୁ website ଦେଖିଥାନ୍ତି ଏକାକୀ ରହୁଥିବା ଝିଅ

ଝିଅମାନେ ଏକାକୀ ଥିବା ବେଳେ ସର୍ବାଧିକ ସପିଙ୍ଗ ସମ୍ପର୍କିତ ଓ୍ୱେବସାଇଟ ସର୍ଚ୍ଚ କରିଥାନ୍ତି। ଏଥିରେ ଝିଅମାନେ ସାଧାରଣତଃ ଲାଟେଷ୍ଟ ଡିଜାଇନ୍ ଓ କଲେକ୍ସନ ସର୍ଚ୍ଚ କରିଥାନ୍ତି।

Advertisement
Googleରେ ଏହି ସବୁ website ଦେଖିଥାନ୍ତି ଏକାକୀ ରହୁଥିବା ଝିଅ
Stop
Prabhudatta Moharana|Updated: Sep 22, 2022, 05:05 PM IST

ନୂଆଦିଲ୍ଲୀ: ଆଜିକାଲି ପ୍ରତିଟି ପ୍ରଶ୍ନରେ ଆମେ ଗୁଗୁଲ ଉପରେ ନିର୍ଭରଶୀଳ। ପ୍ରତିଟି ସୂଚନା, ସମସ୍ୟାର କିଛିଟା ମୂହୁର୍ତ୍ତରେ ସହଜରେ ଆମେ ଆମର ଉତ୍ତରରେ ପାଇଯାଉ। ଏପରିକି ଶିକ୍ଷା, ସ୍ୱାସ୍ଥ୍ୟ ସବୁକିଛି ପ୍ରଶ୍ନର ଉତ୍ତରରେ ଗୁଗୁଲରେ ମିଳିଯାଇଥାଏ। ସମୟେ ସମୟରେ ଗୁଗଲ ସର୍ଚ୍ଚ ବିହେଭିୟର ରିପୋର୍ଟ କରିଥାନ୍ତି। ଏଥିରେ କିଏ କେଉଁ ପ୍ରକାର ତଥ୍ୟ ଉପରେ ସର୍ଚ୍ଚ କରିଥାନ୍ତି ତାହା ଉପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ ହୋଇଥାଏ। ଏଥିରେ ଗୁଗଲ ଏବେ ଏକାକୀ ଝିଅମାନଙ୍କ ସର୍ଚ୍ଚ ରିପୋର୍ଟ ଜାରି କରିଛନ୍ତି। ଯାହା ବାସ୍ତବିକ ଆଶ୍ଚର୍ଯ୍ୟଜନକ।

ଝିଅମାନେ ଏକାକୀ ଥିବା ବେଳେ ସର୍ବାଧିକ ସପିଙ୍ଗ ସମ୍ପର୍କିତ ଓ୍ୱେବସାଇଟ ସର୍ଚ୍ଚ କରିଥାନ୍ତି। ଏଥିରେ ଝିଅମାନେ ସାଧାରଣତଃ ଲାଟେଷ୍ଟ ଡିଜାଇନ୍ ଓ କଲେକ୍ସନ ସର୍ଚ୍ଚ କରିଥାନ୍ତି। ଏହା ଛଡା ଝିଅମାନେ ବହୁତ କ୍ୟାରିୟର କନସିୟସ। ଏଣୁ ଖାଲି ସମୟରେ କ୍ୟାରିୟର ସମ୍ପର୍କିତ ଯାଞ୍ଚ ମଧ୍ୟ କରିଥାନ୍ତି। ଝିଅମାନେ ଚାକିରି ସମେତ କୋର୍ସ ଓ ବିଷୟ ସମ୍ପର୍କିତ ସର୍ଚ୍ଚ ମଧ୍ୟ କରିଥାନ୍ତି।

ଝିଅମାନେ କ୍ୟରିୟରକୁ ନେଇ ଯେପରି ତତ୍ପର ସେହିପରି ନିଜର ସୁନ୍ଦରତା ପ୍ରତି ମଧ୍ୟ ବେଶ ଯତ୍ନବାନ। ଏଣୁ ଖାଲି ସମୟ ପାଇଲେ ପ୍ରାୟ ସେମାନେ ଗୁଗଲରେ ବ୍ୟୁଟି ଟିପସ୍‌ ମଧ୍ୟ ସର୍ଚ୍ଚ କରନ୍ତି। ଏହା ଛଡା ମେକଅପର ବ୍ୟବହାର ଓ ଏ ସମ୍ପର୍କିତ ଟିପସ୍‌ ମଧ୍ୟ ବେଶ ସର୍ଚ୍ଚ ଓ ସେୟାର ମଧ୍ୟ କରିଥାନ୍ତି। ଯେଉଁଥିରେ ତ୍ୱଚା, ମୁହଁର ଯତ୍ନ ଆଦି ସମ୍ପର୍କରେ ସେମାନେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏଥିଲାଗି ଟ୍ରିଟମେଣ୍ଟ ଟିପସ୍‌ ମଧ୍ୟ ଖୋଜିଥାନ୍ତି।

ବିବାହ ହେଉ ଅଥବା ପର୍ବ ପର୍ବାଣୀ, ଝିଅମାନେ ହାତରେ ମେହେନ୍ଦି ଲଗାଇବାକୁ ଖୁବ ପସନ୍ଦ କରନ୍ତି। ଏଥିରେ ଅଧିକାଂଶ ଝିଅଙ୍କର ମେହେନ୍ଦି ସଉକ ମଧ୍ୟ ଥାଏ। ଏଣୁ ଏକୁଟିଆ ବେଳେ ଝିଅମାନେ ଗୁଗଲରେ ମେହେନ୍ଦି ଡିଜାଇନ ସର୍ଚ୍ଚ କରନ୍ତି। ଝିଅମାନେ ଗୀତ ଶୁଣିବାକୁ ଓ ଗାଇବାକୁ ମଧ୍ୟ ପସନ୍ଦ କରନ୍ତି। ଏଣୁ ଏକୁଟିଆ ବେଳେ ରୋମାଣ୍ଟିକ ଗୀତ ସର୍ଚ୍ଚ କରିବା ସହ ଶୁଣିବାକୁ ମଧ୍ୟ ପସନ୍ଦ କରୁଥିବା ଏହି ରିପୋର୍ଟରୁ ଜଣାପଡିଛି।

ସେହିପରି ଝିଅମାନେ ଏକାକି ରହିଥିବା ବେଳେ ବାଳକୁ କିପରି ସୁନ୍ଦର ଭାବେ କାଟିବେ ତାହା ଉପରେ ମଧ୍ୟ ଗୁଗୁଲରେ ସର୍ଚ୍ଚ କରିଥାନ୍ତି। ଏକାକୀ ରହୁଥିବା ଝିଅମାନଙ୍କ ମୋବାଇଲ ଫୋନ ହିଷ୍ଟ୍ରୀ ଦେଖିଲେ ଜଣାପଡ଼ିବ। ଏହା ସହିତ ବିୟୁଟି ଓ ହେୟାର ପ୍ରଡକ୍ଟ ଉପରେ ମଧ୍ୟ ଝିଅମାନେ ସର୍ଚ୍ଚ କରିଥାନ୍ତି। ସେହିପରି ପୋଷା ବିଲେଇ ଓ କୁକୁର ଉପରେ ମଧ୍ୟ ଅଧିକାଂଶ ସମୟରେ ଝିଅମାନେ ଖୋଜିଥାନ୍ତି। 

ଅଧିକ ପଢନ୍ତୁ: ପୁଅ ଆର୍ଯ୍ୟାନ ଖାନଙ୍କ ଗିରଫ ନେଇ ପ୍ରଥମ ଥର ମୁହଁ ଖୋଲିଲେ ଗୌରୀ

ଅଧିକ ପଢନ୍ତୁ: New Yorkରେ ପ୍ରିୟଙ୍କା ଚୋପ୍ରା, ଭାଇରାଲ ହେଉଛି ଦେଶୀଗାର୍ଲଙ୍କ ଏମିତି କିଛି ଭିଡିଓ

Read More
{}{}