Hindi News >>Home >>Odisha Entertainment

Urfi Javed: ୭ ଗୁଣା ବୟସ କମ୍ କରିବାର ଉପାୟ କହିଲେ ଉର୍ଫି ଜାଭେଦ୍! କପଲଙ୍କୁ ବେଡରୁମରେ କରିବାକୁ ପଡ଼ିବ କେବଳ ଏହି କାମ

Urfi Javed: ଉର୍ଫି ଜାଭେଦ୍ କେତେବେଳେ ଅଜବ ପୋଷାକ ପିନ୍ଧନ୍ତି ତ କେତେବେଳେ ଅନ୍ୟ ଜିନିଷରୁ ଡ୍ରେସ୍ ତିଆରି କରି ପିନ୍ଧନ୍ତି । ପୋଷାକ ସହିତ ଉର୍ଫି ଜାଭେଦ୍ ସୋସିଆଲ ମିଡିଆରେ ନିଜର ଅପୂର୍ବ ଅନ୍ଦାଜ ପାଇଁ ମଧ୍ୟ ଜଣାଶୁଣା । ନିକଟ ଅତୀତରେ ସୋସିଆଲ ମିଡିଆରେ ଉର୍ଫି ଜାଭେଦ୍ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ଲୋକଙ୍କ ପାଇଁ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି । 

Advertisement
Urfi Javed: ୭ ଗୁଣା ବୟସ କମ୍ କରିବାର ଉପାୟ କହିଲେ ଉର୍ଫି ଜାଭେଦ୍! କପଲଙ୍କୁ ବେଡରୁମରେ କରିବାକୁ ପଡ଼ିବ କେବଳ ଏହି କାମ
Stop
Zee Odisha Desk|Updated: Nov 02, 2022, 12:35 PM IST

Urfi Javed Instagram Post: ବିଗ୍ ବସ୍ ଓଟିଟିର ପ୍ରତିଯୋଗୀ ରହିସାରିଥିବା ଟିଭି ଅଭିନେତ୍ରୀ ଉର୍ଫି ଜାଭେଦ୍  (Urfi Javed) ନିଜ ଲୁକ୍ସ ଓ ବୋଲ୍ଡ ଅନ୍ଦାଜ କାରଣରୁ ସୋସିଆଲ୍ ମିଡିଆରେ ପାରା ବଢ଼ାଇଥାଏ । ସମସ୍ତଙ୍କୁ ଉର୍ଫି ଜାଭେଦଙ୍କ ପୋଷାକ ଓ ନୂତନ ଆୁଟଫିଟ୍ସର ଅପେକ୍ଷା ରହିଥାଏ । କାରଣ ଅଭିନେତ୍ରୀ କେତେବେଳେ ଅଜବ ପୋଷାକ ପିନ୍ଧନ୍ତି ତ କେତେବେଳେ ଅନ୍ୟ ଜିନିଷରୁ ଡ୍ରେସ୍ ତିଆରି କରି ପିନ୍ଧନ୍ତି । ପୋଷାକ ସହିତ ଉର୍ଫି ଜାଭେଦ୍ ସୋସିଆଲ ମିଡିଆରେ ନିଜର ଅପୂର୍ବ ଅନ୍ଦାଜ ପାଇଁ ମଧ୍ୟ ଜଣାଶୁଣା । ନିକଟ ଅତୀତରେ ସୋସିଆଲ ମିଡିଆରେ ଉର୍ଫି ଜାଭେଦ୍ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । 

ଉର୍ଫି ଜାଭେଦ (Urfi Javed) ଏହି ପୋଷ୍ଟରେ କହିଛନ୍ତି ଯେ, ଜଣେ ବ୍ୟକ୍ତି କିପରି ତାଙ୍କ ବୟସକୁ ସାତ ଗୁଣ ହ୍ରାସ କରିପାରିବେ । ଏହି ପଦ୍ଧତି ଆପଣଙ୍କ ବେଡରୁମ୍ ସହିତ ଜଡ଼ିତ ରହିଛି । ଆସନ୍ତୁ ଜାଣିବା ଏହି ପଦ୍ଧତି ବିଷୟରେ...ସୋସିଆଲ ମିଡିଆରେ ବହୁତ ସକ୍ରିୟ ଓ ବିଭିନ୍ନ ଜିନିଷକୁ ନେଇ ପୋଷ୍ଟ କରି ଚାଲିଥିବା ଉର୍ଫି ଜାଭେଦ ପୁଣି ଥରେ କିଛି ଅଜବ କରିଛନ୍ତି । ଉର୍ଫି ଜାଭେଦ୍ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀ (Urfi Javed Instagram Post) ରେ ଏକ ପୋଷ୍ଟ କରିଛନ୍ତି ଯେ, ଆମେ ଏପରି  କ'ଣ କରିପାରିବା ଯାହା ଦ୍ୱାରା ଆମ ବୟସକୁ ସାତ ଗୁଣ ହ୍ରାସ ହୋଇଯିବ । ଏହି ଟ୍ରିକଟି ସିଧାସଳଖ ଭାବେ ଲୋକଙ୍କ ଶୋଇବା ଘର ସହିତ ଜଡ଼ିତ ରହିଛି । ଆପଣଙ୍କୁ କହି ରଖୁଛୁ ଯେ, ଉର୍ଫି ଜାଭେଦ୍ ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି, ଯେଉଁଥିରେ ଏକ ଟ୍ରିକ୍  ଅଛି ଯାହା ଦ୍ୱାରା ଆପଣ ଅଧିକ ଦିନ ଯୁବା ଦେଖାଯିବେ ।

ଅଧିକ ପଢ଼ନ୍ତୁ:-ଭାରତକୁ ନିଜ ଦମରେ ଟି-20 ବିଶ୍ୱକପ ଜିତାଇପାରିବେ ଏହି ଖେଳାଳି, କିନ୍ତୁ ଦଳରେ ସ୍ଥାନ ଦେବାକୁ ପ୍ରସ୍ତୁତ ନୁହଁନ୍ତି ରୋହିତ ଶର୍ମା

ଅଧିକ ପଢ଼ନ୍ତୁ:-ଆଜି ବର୍ଷା ଯୋଗୁଁ ଭାରତ-ବାଂଲାଦେଶ ମ୍ୟାଚ୍ ବାତିଲ ହେଲେ କ'ଣ ଟିମ୍ ଇଣ୍ଡିଆ ପାଇଁ ବନ୍ଦ ହୋଇଯିବ ସେମିଫାଇନାଲର ରାସ୍ତା? ଜାଣନ୍ତୁ ପୂରା ସମୀକରଣ

ଅଧିକ ପଢ଼ନ୍ତୁ:-ପୂର୍ବତନ ଭାରତୀୟ ଅଧିନାୟକଙ୍କ ଭବିଷ୍ୟବାଣୀ, ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲ ଭାରତ ଓ ଏହି ଦଳ ମଧ୍ୟରେ ହେବ

ଏହି ସ୍କ୍ରିନସଟରେ ଦିଆଯାଇଥିବା ପଦ୍ଧତିକୁ ଉପଯୋଗ କରିବା ପାଇଁ ଆପଣ ପାଖରେ ଜଣେ ପାର୍ଟନର ଓ ବେଡରୁମ୍ ରହିବା ଜରୁରୀ । ପ୍ରକୃତରେ ସେହି ସ୍କ୍ରିନସଟ୍ ଅନୁଯାୟୀ, ସାଇକୋଲୋଜିଷ୍ଟମାନେ କହିଛନ୍ତି ଯେ, ଯେଉଁ ବ୍ୟକ୍ତିମାନଙ୍କର ନିୟମିତ ସେକ୍ସ ଲାଇଫ୍ ରହିଥାଏ, ସେମାନଙ୍କର ନିଜ ବୟସ ଅପେକ୍ଷା ସାତ ଗୁଣା ସାନ ଦେଖାଯାଏ । ସ୍କ୍ରିନସଟରେ ଦିଆଯାଇଥିବା ରିସର୍ଚ୍ଚ ଅନୁଯାୟୀ, ଯୌନ ସମ୍ପର୍କ ବା ସେକ୍ସ କରିବା ଦ୍ୱାରା ଶରୀର ଏଣ୍ଡୋରଫିନ୍ ରିଲିଜ୍ କରିଥାଏ, ଯେଉଁ କାରଣରୁ ଜଣେ ବ୍ୟକ୍ତିଙ୍କୁ ଭଲ ନିଦ ହୁଏ । ତାଙ୍କୁ ମଧ୍ୟ କମ୍ ଟ୍ରେସ୍ ରହିଥାଏ । ସେକ୍ସ ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ, ଯେଉଁ କାରଣରୁ ଆମ ଚର୍ମ ମଧ୍ୟ ଯୁବା ଦେଖାଯାଏ । ଏହି ସ୍କ୍ରିନସଟକୁ ନିଜ ଷ୍ଟୋରୀରେ ସେୟାର କରି ଉର୍ଫି ଜାଭେଦ୍ (Urfi Javed) ଯୁବ ରହିବାର ଏକ ଉପାୟ ନିଜ ଫୋଲୋୟର୍ସଙ୍କ ସହିତ ବାଣ୍ଟିଛନ୍ତି ।

Read More
{}{}