Hindi News >>Home >>Odisha Entertainment

Urfi Javed: ପୁଣି ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ଉର୍ଫି, ସୋସିଆଲ ମିଡିଆରେ ନିଆଁ ଲଗାଇଲା ଏହି ଫଟୋ

Urfi Javed: ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ୍ (Urfi Javed) । ଅଡ୍ ଫ୍ୟାଶନ ପାଇଁ ସେ ବେଶ ଜଣାଶୁଣା । ପ୍ରତ୍ୟକ ଦିନ ତାଙ୍କର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ନିଆଁ ଲଗାଇ ଥାଏ । ପ୍ରତିଦିନ ସେ ନିଜ ଇନଷ୍ଟାରେ କିଛିନା କିଛି ଭିଡିଓ ଓ ଫଟୋ ସେୟାର କରନ୍ତି ।

Advertisement
Urfi Javed: ପୁଣି ବୋଲ୍ଡ ଅନ୍ଦାଜରେ ନଜର ଆସିଲେ ଉର୍ଫି, ସୋସିଆଲ ମିଡିଆରେ ନିଆଁ ଲଗାଇଲା ଏହି ଫଟୋ
Stop
Zee Odisha Desk|Updated: Oct 31, 2022, 06:52 PM IST

Urfi Javed: ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ୍ (Urfi Javed) । ଅଡ୍ ଫ୍ୟାଶନ ପାଇଁ ସେ ବେଶ ଜଣାଶୁଣା । ପ୍ରତ୍ୟକ ଦିନ ତାଙ୍କର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ନିଆଁ ଲଗାଇ ଥାଏ । ପ୍ରତିଦିନ ସେ ନିଜ ଇନଷ୍ଟାରେ କିଛିନା କିଛି ଭିଡିଓ ଓ ଫଟୋ ସେୟାର କରନ୍ତି । ଆଜି ପୁଣି ଥରେ ତାଙ୍କର ଆଉ ଏକ ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋରେ ଦେଖିବାକୁ ମିଳିଛି ଯେ,ଉର୍ଫି ଏକ ବ୍ଲାକ କର୍ଲର ପ୍ରିଣ୍ଟେଡ୍ ବିକିନି ପିନ୍ଧି ଥିବାର ନଜିର ଆସିଛନ୍ତି। ଯେଉଁଥି ପାଇଁ କିଛି ଟ୍ରୋଲର୍ସ ତାଙ୍କୁ ଟ୍ରୋଲ କରିଛନ୍ତି । ଏହା ପୂର୍ବରୁ ଉର୍ଫିଙ୍କ ଆଉ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ଉର୍ଫି ଏକ ବ୍ଲାକ୍ କର୍ଲର ହେବି କ୍ରମ ବେଲୁନ୍ ଷ୍ଟାଇଲ୍ ସ୍ଲିଭ୍ ପିନ୍ଧିଥିଲେ । ଏଥି ସହିତ ସେ ନିଜ ବକ୍ଷଜ ଦ୍ବୟକୁ ଗୋଟିଏ ହାତରେ ଆଚ୍ଛାଦିତ କରିଥିଲେ। ଉର୍ଫିଙ୍କ ଏ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। 

ଯଦି ଆମେ ଉର୍ଫିଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, ତେବେ ଚଳିତ ମାସ ଆରମ୍ଭରେ ଅଭିନେତ୍ରୀଙ୍କ  'ହାଏ ହାଏ ହେ ୟେ ମଜବୁରି' (Haye Haye Yeh Majboori) ମ୍ୟୁଜିକ୍ ଭିଡିଓରେ ରିଲିଜ ହୋଇଛି।  ଉର୍ଫିଙ୍କ ଏହି ମ୍ୟୁଜିକ ଭିଡିଓଟି ୧୧ ଅକ୍ଟୋବରରେ ୟୁଟ୍ବୁବରେ ରିଲିଜ ହୋଇଛି । ଗୀତଟି ରିଲିଜ୍ ହେବା ଦିନଠାରୁ ଟ୍ରେଣ୍ଡିଂ କରୁଛି । ଏହି ଗୀତଟି ଗୋଟିଏ ଦିନରେ ପ୍ରାୟ ୮ ମିଲିୟନ୍ ଭ୍ୟୁ କରିଛି । ପୁଣିଥରେ ଏହି ଗୀତରେ ଉର୍ଫି ତାଙ୍କ ବୋଲ୍ଡ ଷ୍ଟାଇଲରେ ନଜର ଆସିଛନ୍ତି। 

 

 
 
 
 

 
 
 
 
 
 
 
 
 
 
 

A post shared by Uorfi (@urf7i)

ଏହାବି ପଢନ୍ତୁ :Kisi Ka Bhai Kisi Ki Jaan: 'କିସି କା ଭାଇ କିସି କି ଜାନ'ରେ ନଜର ଆସିବେ ସାଉଥର ଏହି ସୁପରଷ୍ଟାର

ଏହାବି ପଢନ୍ତୁ : Odia film Pratiksha: 'ପ୍ରତୀକ୍ଷା'କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଏହାବି ପଢନ୍ତୁ :Ram Setu Collections: ସପ୍ତାହକରେ ଏତିକି କୋଟି ରୋଜଗାର କଲାଣୀ 'ରାମସେତୁ'

ଏହି ଗୀତରେ ଉର୍ଫି ଏକ ରେଡ କର୍ଲରର ଶାଢୀ ପିନ୍ଧି ଥିବା ଦେଖିବାକୁ ମିଳିଛି । ଏହି ଗୀତର ସୁଟିଂ ସମୟରେ ଉର୍ଫି ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଏକ ଦୋଳିରୁ ଖସି ପଡିଥିଲେ ଉର୍ଫି । ହେଲେ ସୌଭାଗ୍ୟବସତ ତାଙ୍କର ବଡ ଧରଣର କ୍ଷତ ହୋଇ ନ ଥିଲା। ଉର୍ଫିଙ୍କ ବିଷୟରେ କହିବାକୁ ଗଲେ ସେ ଅନେକ ଟିଭି ଶୋ’ରେ କାମ କରିଛନ୍ତି । କିନ୍ତୁ ତାଙ୍କୁ ଗତ ବର୍ଷ ବିଗବସ୍ ottରେ ନଜର ଆସିଥିଲେ । ପ୍ରଥମ ସପ୍ତାହରେ ଉର୍ଫି ଶୋ’ରୁ ବାହାରିଥିଲେ। ବାହାରକୁ ଆସିବା ପରେ ଉର୍ଫି ତାଙ୍କ ଫ୍ୟାଶନ ଇନ୍ସିଂ ମାଧ୍ୟମରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଲାଗିଲେ।  ଉର୍ଫିଙ୍କୁ ୨୦୧୬ରେ ଏକ ଟିଭି ଶୋ 'ବଡେ ଭାୟାକି ଦୁଲହନିୟା' ଓ ପରେ 'ମେରି ଦୁର୍ଗା', 'ବେପନାହା', 'ପୁଞ୍ଚ ବିଟ୍ ସିଜନ ୨', 'ୟେ ରିସ୍ତା କ୍ୟା କେହେଲାତା ହେ 'ଓ କଶୋଟି ଜିନ୍ଦେଗୀ କି ' ରେ ଦେଖିବାକୁ ମିଳିଥିଲା। 

 

 

Read More
{}{}