Hindi News >>Home >>Odisha Entertainment

Ram Charan: ୩୯ ବର୍ଷ ବୟସରେ ରାମଚରଣଙ୍କୁ ଡକ୍ଟରେଟ ଡିଗ୍ରୀ, ସୋସିଆଲ ମିଡ଼ିଆରେ ପୋଷ୍ଟ କରି କହିଲେ...

Ram Charan: ସାଉଥ ସୁପରଷ୍ଟାର ରାମଚରଣଙ୍କୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି । ଯାହା ଶୁଣିବା ପରେ ପ୍ରଶଂସକମାନେ ବେଶ ଖୁସି ହେଉଥିବା ଦେଖିବାକୁ ମିଳିଛି । ବାସ୍ତବରେ, ତେଲଗୁ ଓ ହିନ୍ଦୀ ଫିଲ୍ମର ସୁପରଷ୍ଟାର ରାମ ଚରଣ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି।

Advertisement
Ram Charan: ୩୯ ବର୍ଷ ବୟସରେ ରାମଚରଣଙ୍କୁ ଡକ୍ଟରେଟ ଡିଗ୍ରୀ, ସୋସିଆଲ ମିଡ଼ିଆରେ ପୋଷ୍ଟ କରି କହିଲେ...
Stop
Payal Priyadarshini|Updated: Apr 14, 2024, 02:23 PM IST

Ram Charan: ସାଉଥ ସୁପରଷ୍ଟାର ରାମଚରଣଙ୍କୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି । ଯାହା ଶୁଣିବା ପରେ ପ୍ରଶଂସକମାନେ ବେଶ ଖୁସି ହେଉଥିବା ଦେଖିବାକୁ ମିଳିଛି । ବାସ୍ତବରେ, ତେଲଗୁ ଓ ହିନ୍ଦୀ ଫିଲ୍ମର ସୁପରଷ୍ଟାର ରାମ ଚରଣ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି।

ଚେନ୍ନାଇ ୱେଲ୍ସ ବିଶ୍ୱବିଦ୍ୟାଳୟରେ ତାଙ୍କୁ ଲିଟରେଚରରେ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରାଯାଇଛି। ୩୯ ବର୍ଷ ବୟସରେ ସେ ଏହି ଡିଗ୍ରୀ ହାସଲ କରିଛନ୍ତି। ଏନେଇ ଅଭିନେତା ନିଜେ ସୋସିଆଲ ମିଡ଼ିଆରେ ଏହି ସୂଚନା ଦେଇଛନ୍ତି । ରାମ ଚରଣ ଏହି ସ୍ନାତକୋତ୍ତର ସମାରୋହର କିଛି ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତା ଏକ ନାଲି ରଙ୍ଗର ପୋଷାକ ନଜର ଆସିଛନ୍ତି । ଫଟୋ ପୋଷ୍ଟ କରି ଅଭିନେତା ଲେଖିଛନ୍ତି, ‘ୱେଲ୍ସ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ପାଇଁ ମୁଁ ବହୁତ ଖୁସି । ଏହି ଯାତ୍ରାରେ ମୋ ସହ ଥିବା ସମସ୍ତ ଲୋକଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି ‘। 

 

 

 
 
 
 

 
 
 
 
 
 
 
 
 
 
 

A post shared by Ram Charan (@alwaysramcharan)

 

ତେବେ ଗୋଟିଏ ପଟେ ରାମ ଚରଣଙ୍କ ଫିଲ୍ମ ‘ଗେମଚେଞ୍ଜର’ ଚର୍ଚ୍ଚାରେ ଥିବାବେଳେ ଫ୍ୟାନ୍ସଙ୍କୁ ସେ ଆଉ ଏକ ସରପ୍ରାଇଜ ଗିଫ୍ଟ ଦେଇଛନ୍ତି। ଉପସାନା ପୋଷ୍ଟ କରି ସେ ସ୍ବାମୀଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି।

ଏହା ବି ପଢନ୍ତୁ - Salman Khan: ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ୩ ରାଉଣ୍ତ ଗୁଳି, ସୁରକ୍ଷା ବଢାଇଲା ପୋଲିସ

 

 

 

 

 

 

 

 

 

 

 

 

{}{}