Hindi News >>Home >>Odisha Entertainment

Tiger 3: ପଛରେ ପଡି଼ଲା 'ଟାଇଗଲ ୩ ', ଜାଣନ୍ତୁ ସପ୍ତମ ଦିନରେ ଆୟ କଲା କେତେ କୋଟି

Tiger 3 Box Office Collection Day 7: ସଲମାନ ଖାନ୍ (Salman Khan)ଓ କ୍ୟାଟ୍ରିନା କୈଫଙ୍କ (Salman Khan) ଅଭିନୀତ ଫିଲ୍ମ 'ଟାଇଗଲ ୩ '(Tiger )ଦୀପାବଳି ଅବସରରେ ରିଲିଜ୍ ହୋଇଛି। ରିଲିଜ୍ ହେବା ଦିନ ଠାରୁ ଫିଲ୍ମଟି ଫ୍ୟାନ୍ସଙ୍କ ମନ କିଣିଥିଲା। କିନ୍ତୁ ପରଦାକୁ ଆସିବାର ଦିନ କେଇଟା ପରେ କଲେକସନ୍ କମିବାରେ ଲାଗିଥିଲା। 

Advertisement
Tiger 3: ପଛରେ ପଡି଼ଲା 'ଟାଇଗଲ ୩ ', ଜାଣନ୍ତୁ ସପ୍ତମ ଦିନରେ ଆୟ କଲା କେତେ କୋଟି
Stop
Zee Odisha Desk|Updated: Nov 19, 2023, 11:50 AM IST

Tiger 3 Box Office Collection Day 7: ସଲମାନ ଖାନ୍ (Salman Khan)ଓ କ୍ୟାଟ୍ରିନା କୈଫଙ୍କ (Salman Khan) ଅଭିନୀତ ଫିଲ୍ମ 'ଟାଇଗଲ ୩ '(Tiger )ଦୀପାବଳି ଅବସରରେ ରିଲିଜ୍ ହୋଇଛି। ରିଲିଜ୍ ହେବା ଦିନ ଠାରୁ ଫିଲ୍ମଟି ଫ୍ୟାନ୍ସଙ୍କ ମନ କିଣିଥିଲା। କିନ୍ତୁ ପରଦାକୁ ଆସିବାର ଦିନ କେଇଟା ପରେ କଲେକସନ୍ କମିବାରେ ଲାଗିଥିଲା।  ଫିଲ୍ମଟି  ରିଲିଜ ହେବାର ତୃତୀୟ ଦିନରେ ୧୦୦ କୋଟି ଟଙ୍କାର କ୍ଲବରେ ସାମିଲ୍ ହୋଇଥିଲା। ଏଥି ସହିତ ଫିଲ୍ମଟି ଷଷ୍ଠ ଦିନରେ ଘରୋଇ ବକ୍ସ ଅଫିସରେ ୨୦୦ କୋଟି ପାର୍ କରିଥିଲା। ତେବେ, ଏହି ଫିଲ୍ମର ବିଶ୍ବବ୍ୟାପି କଲେକସନର ଆୟ ପ୍ରାୟ ୩୦୦ କୋଟିରେ ପହଞ୍ଚିଛି। ଫିଲ୍ମର ସପ୍ତମ ଦିନର କଲେକସନ୍ ବର୍ତ୍ତମାନ ସାମ୍ନାକୁ ଆସିଛି। (Sacnilk Report) ସାକନିକ୍ ରିପୋର୍ଟ ଅନୁଯାୟୀ,  ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଫିଲ୍ମ 'ଟାଇଗଲ ୩' (Tiger 3 Box Office Collection Day 7) ଶୁକ୍ରବାର ଦିନ ୧୩.୪୪  କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ସପ୍ତମ ଦିନରେ ଫିଲ୍ମଟି ପାଖାପଖି ୧୭ କୋଟି ଟଙ୍କା ସଂଗ୍ରହ କରିଛି।

 

 
 
 
 

 
 
 
 
 
 
 
 
 
 
 

A post shared by Salman Khan (@beingsalmankhan)

Also Read: HBD Sushmita Sen: ଜଣେ ନୁହେଁ ୧୦ ଜଣଙ୍କୁ ପ୍ରେମ କରୁଥିଲେ ସୁସ୍ମିତା, ବିନା ବିବାହରେ ହୋଇଛନ୍ତି ମାଆ

ସପ୍ତମ ଦିନରେ ଫିଲ୍ମଟି କେତେ କଲେକସନ କରିଛି (Tiger 3 Box Office Collection Day 7):
ଷଷ୍ଠ ଦିନରେ ଫିଲ୍ମର ରୋଜଗାରରେ ହ୍ରାସ ଘଟିଥିବା ବେଳେ ସପ୍ତମ ଦିନରେ ଫିଲ୍ମର କଲେକସନ୍ କିଛି ମାତ୍ରାରେ ବୃଦ୍ଧି ପାଇଛି।  ଯଦି ଆମେ  'ଟାଇଗର-୩' (Tiger 3 Box Office Collection Day 7)ମୋଟ କଲେକସନ୍ ବିଷୟରେ କଥା ହେବା ତେବେ, ଭାରତରେ ଏହି ଫିଲ୍ମର ମୋଟ କଲେକସନ୍ ୨୧୭ କୋଟିରେ ପହଞ୍ଚିଥିବା ବେଳେ ବିଶ୍ୱବ୍ୟାପୀ ଆୟ ୩୧୭ କୋଟି ପାର୍ କରିଛି। 

ତେବେ 'ଟାଇଗର ୩' (Tiger 3)  କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଛି । ତେବେ, ଏଠାରେ ଆମେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଟାଇଗର ୩ ରେ ଶାହାରୁଖ ଖାନଙ୍କ ବି କେମିଓ ଭୂମିକାରେ ନଜର ଆସିଛନ୍ତି।  ଆଉ ଏହି  ଫିଲ୍ମରେ ଇମ୍ରାନ୍ ହାସମି ଭିଲେନ୍ ଭୂମିକାରେ ଅଭିନୟ କରିଛନ୍ତି।  ଜଣେ (RAW)'ର ' ଏଜେଣ୍ଟ ଭାବେ ସଲମାନ୍ (Salman Khan Movie) ଏହି ଫିଲ୍ମରେ ନଜର ଆସିଛନ୍ତି।  ଆଦିତ୍ୟ ଚୋପ୍ରା  (Aditya Chopra) ୟଶରାଜ ବ୍ୟାନର୍‌ ରେ  'ଟାଇଗର ୩'  ନିର୍ମାଣ ହୋଇଛି।

 

{}{}