Hindi News >>Home >>Odisha Entertainment

Disha Patani: Aleksandar Alex Ilicଙ୍କ ସହ ବାର୍ଥରୁମରେ ବୋଲ୍ଡ ଭିଡିଓ ସୁଟ୍ କଲେ ଦିଶା, ଫ୍ୟାନ୍ସ କହିଲେ...

Disha Patani: ବଲିଉଡ ଅଭିନେତ୍ରୀ ଦିଶା ପାଟାନି । ଅଭିନେତା ଟାଇଗର ସରାଫଙ୍କ ଗାର୍ଲଫ୍ରେଣ୍ତ ଥିଲେ ଦିଶା । ଦିଶାଙ୍କୁ ଦିର୍ଘ ଦିନ ଧରି ଡେଟ୍ କରୁଥିଲେ ଟାଇଗର। ହେଲେ ଏହାରି ଭିତରେ ଏକ ବଡ ଖବର ଆସୁଛି ଯେ,ଉଭୟଙ୍କ ସମ୍ପର୍କ ଭାଙ୍ଗି ଯାଇଛି । ଆଉ ଦିଶା ପୁଣି ଥରେ ପ୍ରେମରେ ପଡିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଦିଶା ତାଙ୍କ ଜିମ୍ ଟ୍ରେନର ତଥା ଭଲବନ୍ଧୁ ଆଲେକ୍ସଜାଣ୍ଡାର୍ ଆଲେକ୍ସ ଇଲିକ୍ସ(Aleksandar Alex Ilic)ଙ୍କୁ ଡେଟ୍ କରୁଛନ୍ତି।

Advertisement
Disha Patani: Aleksandar Alex Ilicଙ୍କ ସହ ବାର୍ଥରୁମରେ ବୋଲ୍ଡ ଭିଡିଓ ସୁଟ୍ କଲେ ଦିଶା, ଫ୍ୟାନ୍ସ କହିଲେ...
Stop
Updated: Dec 15, 2022, 10:01 AM IST

Disha Patani: ବଲିଉଡ ଅଭିନେତ୍ରୀ ଦିଶା ପାଟାନି । ଅଭିନେତା ଟାଇଗର ସରାଫଙ୍କ ଗାର୍ଲଫ୍ରେଣ୍ତ ଥିଲେ ଦିଶା । ଦିଶାଙ୍କୁ ଦିର୍ଘ ଦିନ ଧରି ଡେଟ୍ କରୁଥିଲେ ଟାଇଗର। ହେଲେ ଏହାରି ଭିତରେ ଏକ ବଡ ଖବର ଆସୁଛି ଯେ,ଉଭୟଙ୍କ ସମ୍ପର୍କ ଭାଙ୍ଗି ଯାଇଛି । ଆଉ ଦିଶା ପୁଣି ଥରେ ପ୍ରେମରେ ପଡିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ,  ଦିଶା ତାଙ୍କ ଜିମ୍ ଟ୍ରେନର ତଥା ଭଲବନ୍ଧୁ ଆଲେକ୍ସଜାଣ୍ଡାର୍ ଆଲେକ୍ସ ଇଲିକ୍ସ(Aleksandar Alex Ilic)ଙ୍କୁ ଡେଟ୍ କରୁଛନ୍ତି। ଦିଶା ଏବଂ ଆଲେକ୍ସଜାଣ୍ଡାର ଅନେକ ସ୍ଥାନରେ ଏକାଠି ନଜର ଆସିଛନ୍ତି ଏବଂ ପାର୍ଟିରେ ମଧ୍ୟ ଏକାଠି ନଜର ଆସିଛନ୍ତି । ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ନିକଟରେ ଦିଶା ସୋସିଆଲ ମିଡିଆରେ ଏକ ବୋଲ୍ଡ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏବଂ ତାଙ୍କ ନୂଆ ପ୍ରେମିକା ବାଥରୁମରେ ଥିବା ନଜର ଆସିଛନ୍ତି।

ବାଥରୁମରେ ଦିଶା ଓ ଆଲେକ୍ସଜାଣ୍ଡାର୍ ସୁଟ୍ କଲେ ନୂଆ ବୋଲ୍ଡ ଭିଡିଓ :

ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଦିଶା ପାଟାନି ଓ ତାଙ୍କ ନୂଆ ପ୍ରେମିକ ଆଲେକ୍ସଜାଣ୍ଡାର୍ ବାଥରୁମରେ ଏକ ବୋଲ୍ଡ ଭିଡିଓ ସୁଟ୍ କରିଛନ୍ତି। ଏହି ଭିଡିଓରେ ଦିଶା ଏବଂ ଆଲେକ୍ସଜାଣ୍ଡାର୍ କ୍ୟାମେରା ଆଗରେ ଏକାଠି ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏବଂ ଏକ ବ୍ୟାକଗ୍ରାଉଣ୍ତ ମ୍ୟୁଜିକ୍ ମଧ୍ୟ ବାଜୁଛି । ଆଲେକ୍ସଜାଣ୍ଡାର୍ ଦିଶାଙ୍କ ପଛରେ ରହି ଡ୍ୟାନ୍ସ କରୁଥିବା ବେଳେ ଦିଶା ମଧ୍ୟ ବୋଲ୍ଡ ଅନ୍ଦାଜରେ ଡ୍ୟାନ୍ସ କରୁଛନ୍ତି । 

ଭିଡିଓ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ:

ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଦିଶା ଓ ଏବଂ ଆଲେକ୍ସଜାଣ୍ଡାର୍ ସାଧାରଣ ପୋଷାକ ପିନ୍ଧି ନାହାଁନ୍ତି, ଦୁହେଁ ଟାୱେଲ୍ ଗାଉନ୍ ପିନ୍ଧିଛନ୍ତି ଏବଂ ଉଭୟଙ୍କ ମୁଣ୍ଡରେ ଟାୱେଲ୍ ମଧ୍ୟ ଥିବା ଦେଖିବାକୁ ମିଳିଛି । ଉଭୟ ବାଥରୁମରେ ଏକାଠି ଡ୍ୟାନ୍ସ କରୁଛନ୍ତି। ଉଭୟ ମାଇକ୍ ବଦଳରେ ସାମ୍ପୁର ବୋତଲ ମଧ୍ୟ ହାତରେ ଧରିଛନ୍ତି। ଆଲେକ୍ସଜାଣ୍ଡାରଙ୍କ ସାମ୍ନାରେ ଦିଶାଙ୍କ ହଟ ଡ୍ୟାନ୍ସ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ନିକଟରେ ଆଲେକ୍ସଜାଣ୍ଡାର୍ ଆଲେକ୍ସଙ୍କୁ ଦିଶା ଓ ତାଙ୍କ ମଧ୍ୟରେ ସମ୍ପର୍କ କଣ ଥିବା ନେଇ ପଚରା ଯାଇଥିଲା । ଯେଉଁଥିରେ ମଡେଲ୍ କହିଥିଲେ ଯେ ଦିଶା ତାଙ୍କ ପାଇଁ ପରିବାର ପରି।

 ଏହାବି ପଢନ୍ତୁ : Bollywood: ଆସୁଛି ଶ୍ରଦ୍ଧା ଓ ରଣବୀରଙ୍କ ବଡ ବଜେଟ ଫିଲ୍ମ, ଜାଣନ୍ତୁ କ'ଣ ରହିଛି ଫିଲ୍ମର ଟାଇଟେଲ ?

 ଏହାବି ପଢନ୍ତୁ : Kareena Kapoor: ଲାଜସରମ ଭୁଲିଗଲେ 'ବେବୋ' ପୁଅ Taimur ଆଗରେ କଲେ ଏମିତି କାମ ,ଫ୍ୟାନ୍ସ କହିଲେ ଘରେ ଯାଇ କର ଏସବୁ....

 ଏହାବି ପଢନ୍ତୁ : South Celebs Bollywood Debut in 2022 : ସାଉଥ୍ ଇଣ୍ତଷ୍ଟ୍ରିରେ ଜଲଓ୍ବା ଦେଖାଇବା ପରେ ବଲିଉଡ୍ ରାଜ୍ କରୁଛନ୍ତି ଏହି ସେଲିବ୍ରେଟି, ଜାଣନ୍ତୁ କେଉଁମାନେ ରହିଛନ୍ତି ଏହି ତାଲିକାରେ

Read More
{}{}