Hindi News >>Home >>Odisha Education And Job

Bank Jobs: ବ୍ୟାଙ୍କରେ ବାହାରିଲା ବମ୍ପର ନିଯୁକ୍ତି, ୬୦ ହଜାର ଉପରେ ଦରମା

Bank Job: ବ୍ୟାଙ୍କରେ ଚାକିରି କରିବାକୁ ଇଚ୍ଛା ଥିବା ଆଶାୟୀଙ୍କ ପାଇଁ ବଡ଼ ଖବର।  ଗୋଟିଏ ନୁହେଁ ୩ଟି ବ୍ୟାଙ୍କରେ ବାହାରିଛି ନିଯୁକ୍ତି। ଏହି ବ୍ୟାଙ୍କ୍ ଗୁଡିକରେ ପାଖାପାଖି ୨୦୦୦ ହଜାର ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ।  ଓଡି଼ଶାର ପ୍ରାର୍ଥୀମାନେ ଏଥିରେ ଏଥିରେ ଆବେଦନ କରିପାରିବ। ଇଚ୍ଛୁକ ପ୍ରାର୍ଥୀମାନେ ତଳେ  ଦିଆଯାଇଥିବା ନୋଟିଫିକେସନ୍ ଲିଙ୍କ୍ କୁ ଯାଇ ସବିଶେଷ ତଥ୍ୟ ପାଇପାରିବେ। 

Advertisement
Bank Jobs: ବ୍ୟାଙ୍କରେ ବାହାରିଲା ବମ୍ପର ନିଯୁକ୍ତି, ୬୦ ହଜାର ଉପରେ ଦରମା
Stop
Narmada Behera|Updated: Jul 15, 2024, 01:36 PM IST

Bank Job: ବ୍ୟାଙ୍କରେ ଚାକିରି କରିବାକୁ ଇଚ୍ଛା ଥିବା ଆଶାୟୀଙ୍କ ପାଇଁ ବଡ଼ ଖବର।  ଗୋଟିଏ ନୁହେଁ ୩ଟି ବ୍ୟାଙ୍କରେ ବାହାରିଛି ନିଯୁକ୍ତି। ଏହି ବ୍ୟାଙ୍କ୍ ଗୁଡିକରେ ପାଖାପାଖି ୨୦୦୦ ହଜାର ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ।  ଓଡି଼ଶାର ପ୍ରାର୍ଥୀମାନେ ଏଥିରେ ଏଥିରେ ଆବେଦନ କରିପାରିବ। ଇଚ୍ଛୁକ ପ୍ରାର୍ଥୀମାନେ ତଳେ  ଦିଆଯାଇଥିବା ନୋଟିଫିକେସନ୍ ଲିଙ୍କ୍ କୁ ଯାଇ ସବିଶେଷ ତଥ୍ୟ ପାଇପାରିବେ। 

ALSO READ: Career Horoscope Today: କର୍ମକ୍ଷେତ୍ରରେ କର୍କଟ-କନ୍ୟା ସହ ସତର୍କ ରୁହନ୍ତୁ ଏହି ୫ ରାଶିର ଲୋକେ, ସହକର୍ମୀଙ୍କ ସହ ଦେଖାଦେଇପାରେ ବିବାଦ!

ALSO READ: Gold And Silver Price Today: ଖସିଲା ସୁନା-ରୂପା ରେଟ୍, ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାର ଦାମ୍ ରହିଛି ଏତିକି

ଇଣ୍ଡିଆନ୍ ବ୍ୟାଙ୍କ
ଇଣ୍ଡିଆନ୍ ବ୍ୟାଙ୍କ ତରଫରୁ ୧୫୦୦ ପଦ ଖାଲି ରହିଥିବା ବେଳେ ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ୫୦ଟି ପଦ ସଂରକ୍ଷିତ ରହିଛି।  
-ଜୁଲାଇ ୧୦ରୁ ଆବେଦନ ପ୍ରକ୍ରିୟା ପ୍ରକ୍ରିୟା ଆରମ୍ଭ ହୋଇଛି।
-ଜୁଲାଇ ୩୧ ଆବେଦନର ଶେଷ ତାରିଖ।

ବୟସ ସୀମା
-୨୦ରୁ ୨୮ ବର୍ଷ ମଧ୍ୟରେ  ହୋଇଥିବା ଆବଶ୍ୟକ।
-ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ।

ଶିକ୍ଷାଗତ ଯୋଗ୍ୟତା
-ସ୍ନାତକ ପାସ୍ କରିଥିବା ଆବଶ୍ୟକ।
-ଓଡ଼ିଶାର ପ୍ରାର୍ଥୀମାନେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ ।

ଜାତୀୟ ହାଉସିଂ ବ୍ୟାଙ୍କ
ମୋଟ୍ ପଦବୀ-୪୮ଟି
-ଜେନେରାଲ ମ୍ୟାନେଜର (ସ୍କେଲ-୭)
-ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର (ସ୍କେଲ-୫)
- ଡେପୁଟି ମ୍ୟାନେଜର (ସ୍କେଲ-୨)
-ଆସିଷ୍ଟାଣ୍ଟ ମ୍ୟାନେଜର (ସ୍କେଲ-୧) ଓ ଅନ୍ୟ ପଦ ଖାଲି ରହିଛି ।

ଆବେଦନ ତାରିଖ-
ଜୁନ୍- ୨୯ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଜୁଲାଇ-୧୯ ଆବେଦନ ପ୍ରକ୍ରିୟାର ଶେଷ ତାରିଖ ରହିଛି।

ଶିକ୍ଷାଗତ ଯୋଗ୍ୟତା-
-ସ୍ନାତକ  ଓ ସ୍ନାତକୋତ୍ତର  ହୋଇଥିବା ଆବଶ୍ୟକ।

ବୟସ ସୀମା-
-ସମସ୍ତ ପଦ ପାଇଁ ବୟସ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି ।

ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର
ମୋଟ୍ ପଦବୀ ସଂଖ୍ୟା- ୧୯୫ଟି 

ଆବେଦନ ତାରିଖ-
ଜୁଲାଇ ୧୧ରୁ  ଆବେଦନ ଆରମ୍ଭ ହୋଇଥିବା ବେଳେ ୨୭ ତାରିଖ ଏହାରେ ଶେଷ ତାରିଖ ରହିଛି।

ଜାତୀୟ ହାଉସିଂ ବ୍ୟାଙ୍କ ଲିଙ୍କ: https://www.nhb.org.in/wp-content/uploads/2024/07/english-1-1.pdf

ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଲିଙ୍କ: https://bankofmaharashtra.in/writereaddata/documentlibrary/3b60f7a0-c894...

ଇଣ୍ଡିଆନ୍ ବ୍ୟାଙ୍କ ଲିଙ୍କ: https://www.indianbank.in/wp-content/uploads/2024/07/Detailed-advertisem...

Read More
{}{}