Hindi News >>Home >>Odisha State

Amul milk price Hike: ଅମୁଲ୍ ଗୁରସ୍ର ବଢିଗଲା ଦାମ୍, ଜାଣନ୍ତୁ ଫୁଲ୍ କ୍ରୀମ୍, ଟୋନ୍ଡ ଆଉ ଗାୟ ଗୁରସ୍ ପାଉଚ୍ର ଦାମ୍

Amul milk price Hike: ଆମେ ଆପଣଙ୍କେ ଜଣାବାର୍କେ ଚାହୁଁଛୁ ଯେ ଅମୂଲ୍ ପାଉଚ୍ ଗୁରସ୍ (ସମସ୍ତ ପ୍ରକାର)ର ମୂଲ୍ୟରେ ସଂଶୋଧନ୍ କରାଯାଇଛେ।“ ଗୁଜରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ୍ (GCMMF) ପକ୍ଷରୁ ଫେବ୍ରୁଆରି 2, 2023 ରାତିରେ (ଫେବ୍ରୁଆରି 3, 2023 ସକାଲେ) ପଠାଯାଇଥିବାର୍ ଗୁଟେ ବିବୃତିରେ ଇଟା କୁହାଯାଇଛେ।

Advertisement
Amul milk price Hike: ଅମୁଲ୍ ଗୁରସ୍ର ବଢିଗଲା ଦାମ୍, ଜାଣନ୍ତୁ ଫୁଲ୍ କ୍ରୀମ୍, ଟୋନ୍ଡ ଆଉ ଗାୟ ଗୁରସ୍ ପାଉଚ୍ର ଦାମ୍
Stop
Zee Odisha Desk|Updated: Feb 03, 2023, 07:29 PM IST

Amul milk price Hike: ଅକ୍ଟୁବର୍ 2022ରେ ଅମୁଲ୍ ଗୋଲ୍ଡ ଫୁଲ୍ କ୍ରୀମ୍ ଆଉ ମଇଁଷି ଗୁରସ୍ ଲିଟର 2 ଟଙ୍କାରୁ ବଢି ଯାଇଥିଲା। ଗୁଜରାଟ କୋ-ଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେଶନ (GCMMF) ଅମୂଲ ପାଉଚ୍ ଗୁରସ୍ ଲିଟର୍ ପିଛା 3 ଟଙ୍କା ବୃଦ୍ଧି କରିଛେ। “ଆମେ ଆପଣଙ୍କେ ଜଣାବାର୍କେ ଚାହୁଁଛୁ ଯେ ଅମୂଲ୍ ପାଉଚ୍ ଗୁରସ୍ (ସମସ୍ତ ପ୍ରକାର)ର ମୂଲ୍ୟରେ ସଂଶୋଧନ୍ କରାଯାଇଛେ।“ ଗୁଜରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ୍ (GCMMF) ପକ୍ଷରୁ ଫେବ୍ରୁଆରି 2, 2023 ରାତିରେ (ଫେବ୍ରୁଆରି 3, 2023 ସକାଲେ) ପଠାଯାଇଥିବାର୍ ଗୁଟେ ବିବୃତିରେ ଇଟା କୁହାଯାଇଛେ।

ସଂଶୋଧନ୍ ପରେ, ଅମୁଲ୍ ଟାଜା 500 ମି.ଲି. ଏବେ 27 ଟଙ୍କାରେ ମିଲବା; ଅମୁଲ୍ ତାଜା ଲିଟର୍ ପିଛା 54 ଟଙ୍କା; ଅମୁଲ୍ ତାଜା ଦୁଇ ଲିଟର୍ 108 ଟଙ୍କାରେ; ଅମୁଲ୍ ତାଜା 6 ଲିଟର୍, 324 ଟଙ୍କା; 10 ଟଙ୍କାରେ ଅମୁଲ ତାଜା 180 ମି; ଅମୂଲ ଗୋଲ୍ଡ 500 ମି. ଲି. ଦର୍ 33 ଟଙ୍କା; ଅମୂଲ ଗୋଲ୍ଡ ଲିଟର ପିଛା 66 ଟଙ୍କା; ଅମୂଲ ଗୋଲ୍ଡ 6 ଲିଟର 396 ଟଙ୍କା; ଅମୁଲ କାଉ ମିଲ୍କ 500 ମି. ଲି. 28 ଟଙ୍କା; ଅମୂଲ ଗାଈ ଗିରସ୍ ଲିଟର୍ ପିଛା 56 ଟଙ୍କା; ଅମୁଲ୍ A2 ମଇଁଷି ଗିରସ୍ 500 ମି. ଲି. 35 ଟଙ୍କା; ଅମୂଲ A2 ମଇଁଷି ଗୁରସ୍ ଲିଟର ପିଛା 70 ଟଙ୍କା; ଅମୁଲ୍ A2 ମଇଁଷି ଗୁରସ୍ 6 ଲିଟର, ଦର 420 ଟଙ୍କା ନିଶ୍ଚିତ୍ କରାଯାଇଛେ।

ଅମୂଲ୍ ପରେ ମଦର୍ ଡାଏରୀ (Mother Diary) ଭି ଏବେ ଦିଲ୍ଲୀ-ଏନସିଆର୍ରେ  (Delhi NCR) ଫୁଲ୍ କ୍ରିମ୍ ଗୁରସ୍ (Full cream) ଆଉ ଗାଈ ଗୁରସ୍ (Cow milk) ଲିଟର୍ ପିଛା 2 ଟଙ୍କା ବୃଦ୍ଧି କରିଛେ। ମଦର୍ ଡାଏରୀର ପ୍ରବକ୍ତା କହିଛନ୍ ଯେ ଗଲା ଦୁଇ ମାସ୍ ଧରି କଞ୍ଚାମାଲ୍ର ଦର୍ କ୍ରମାଗତ୍ ଭାବ୍ରେ ବୃଦ୍ଧି ପାଉଛେ ଯାହାର୍ ଲାଗି ଏନ୍ତା ନିଷ୍ପତ୍ତି ନିଆଯାଇଛେ।

Also Read: Shocking: ରିପୋର୍ଟରେ ଖୁଲାସା, ୨୦ ଲକ୍ଷ ଭାରତୀୟଙ୍କ ମଧ୍ୟରୁ ୪୦ ପ୍ରତିଶତ ମହିଳା ରଖୁଛନ୍ତି ଅନୈତିକ ସମ୍ପର୍କ

Also Read: NASA Report Today: ୫୦ ବର୍ଷ ପରେ ଆଜି ପୃଥିବୀ ଦେଇ ଗତି କରିବ ସବୁଜ ରଙ୍ଗର ଧୂମକେତୁ, ଆପଣ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

Read More
{}{}