PHOTOS

ସେଲିବ୍ରିଟିଙ୍କ ଖ୍ରୀଷ୍ଟମାସ୍ ସେଲିବ୍ରେସନ୍ ଓ ହଟ୍ ଅବତାର, ଦେଖନ୍ତୁ ଫଟୋ

ଡିସେମ୍ବର ୨୫ ରାତିରେ ସେଲିବ୍ରିଟିମା (bollywood stars) ନେ ଖ୍ରୀଷ୍ଟମାସ (Christmas celebration) କୁ କିଛି ନିଆରା ଢଙ୍ଗରେ ପାଳନ କରିଛନ୍ତି। କେତେକ ନିଜ ପରିବାର ସହିତ ବଡଦିନର ଉପଭୋଗ କରୁଥିବା ବେଳେ କିଛି ଏକାକୀ ପାଳନ କରିଛନ୍ତି।

Advertisement
1/7
'ଜନ୍ନତ୍' ଆକ୍ଟ୍ରେସ୍ ସୋନାଲ ଚୌହାନ୍ :
'ଜନ୍ନତ୍' ଆକ୍ଟ୍ରେସ୍ ସୋନାଲ ଚୌହାନ୍ :

ଫିଲ୍ମ 'ଜନ୍ନତ୍'ରୁ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ସୋନାଲ ଚୌହାନ ଏଥର ଏକୁଟିଆ ଖ୍ରୀଷ୍ଟମାସ୍ ସେଲିବ୍ରେସନ କରିଛନ୍ତି। ଯାହାର ଏକ ଫଟୋ ସେୟାର କରି ନିଜ ପ୍ରଶଂସକଙ୍କୁ ବଡଦିନର ଅଭିନନ୍ଦନ ଜଣାଇଛନ୍ତି।

2/7
ସନ୍ନି ଲିଓନି :
ସନ୍ନି ଲିଓନି :

ଖ୍ରୀଷ୍ଟମାସରେ ଗେଟ୍ ଟୁଗେଦର ହୋଇଛନ୍ତି ଛୋଟେ ନବାବଙ୍କ ପରିବାର। ଅଭିନେତା ସୈଫ ଅଲି ଖାନ ଓ କରିନା କପୁର ଖ୍ରୀଷ୍ଟମାସ ଅବସରରେ ତାଙ୍କ ଘରେ ଏକ ପାରିବାରିକ ରାତ୍ରୀ ଭୋଜନ କରିଥିଲେ। ଆଉ ସେମାନେ ଗୋଟିଏ ଫ୍ରେମରେ ପୁରା ପରିବାରକୁ କଏଦ କରିଛନ୍ତି।

3/7
ସୈଫ୍ ଓ କରିନା :
ସୈଫ୍ ଓ କରିନା :

ଖ୍ରୀଷ୍ଟମାସରେ ଗେଟ୍ ଟୁଗେଦର ହୋଇଛନ୍ତି ଛୋଟେ ନବାବଙ୍କ ପରିବାର। ଅଭିନେତା ସୈଫ ଅଲି ଖାନ ଓ କରିନା କପୁର ଖ୍ରୀଷ୍ଟମାସ ଅବସରରେ ତାଙ୍କ ଘରେ ଏକ ପାରିବାରିକ ରାତ୍ରୀ ଭୋଜନ କରିଥିଲେ। ଆଉ ସେମାନେ ଗୋଟିଏ ଫ୍ରେମରେ ପୁରା ପରିବାରକୁ କଏଦ କରିଛନ୍ତି।

4/7
ଗିଜେଲ ଠାକ୍ରାଲ :
ଗିଜେଲ ଠାକ୍ରାଲ :

ସେକ୍ସି ଫଟୋ ଏବଂ ଭିଡିଓ ପାଇଁ ହସିନା ଗିଜେଲ ଠାକ୍ରାଲ ବେଶ୍ ଜଣାଶୁଣା। ସେ ମଧ୍ୟ ସୋନଲଙ୍କ ପରି ସିଙ୍ଗଲ୍ ଖ୍ରୀଷ୍ଟମାସ ପାଳିଛନ୍ତି। ଗିଜେଲ ଏକ ଫଟୋ ସେୟାର କରି ସମସ୍ତଙ୍କୁ ମେରୀ ଖ୍ରୀଷ୍ଟମାସ  ୱିସ୍ କରିଛନ୍ତି।

5/7
ଚହଲ ଓ ଧନଶ୍ରୀ :
ଚହଲ ଓ ଧନଶ୍ରୀ :

ଖ୍ରୀଷ୍ଟମାସ ରଙ୍ଗରେ ରଙ୍ଗୀନ ହୋଇଛନ୍ତି ନବ ଦମ୍ପତି କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ କୋରିଓଗ୍ରାଫର ଧନଶ୍ରୀ ବର୍ମା। ଉଭୟ ରେଡ ସ୍ୱେଟର ସହ ସାଣ୍ଟା କ୍ୟାପ ପିନ୍ଧିଥିବା ଫଟୋ ସେୟାର କରିଛନ୍ତି।

6/7
'ବ୍ୟାଡ୍ ବଏ' ଫିଲ୍ମ ଫେମ୍ ଅମ୍ରିନ :
'ବ୍ୟାଡ୍ ବଏ' ଫିଲ୍ମ ଫେମ୍ ଅମ୍ରିନ :

ଫିଲ୍ମ ବ୍ୟାଡ୍ ବଏ ଅଭିନେତ୍ରୀ ଅମ୍ରିନ୍ କୁରେଶି ନାଲି ରଙ୍ଗର ପୋଷାକ ପିନ୍ଧି ଖ୍ରୀଷ୍ଟମାସ ଟ୍ରି ସହିତ ପୋଜ୍ ଦେଇଛନ୍ତି।

7/7
ନାଲି ବିକିନିରେ ଖ୍ରୀଷ୍ଟମାସ :
ନାଲି ବିକିନିରେ ଖ୍ରୀଷ୍ଟମାସ :

ହଟ୍ ଏବଂ ସେକ୍ସି ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରା ଏକ ଲାଲ୍ ବିକିନି ପିନ୍ଧି ସମସ୍ତଙ୍କୁ Merry Christmas ୱିସ୍ କରିଛନ୍ତି।





Read More